Meaning : ତାର, ବେତାର, ଫୋନ ଆଦିଦ୍ୱାରା ଦୂରସ୍ଥାନକୁ ଖବର ପଠେଇବା ବା ପାଇବାର ବ୍ୟବସ୍ଥା
Example :
ଟେଲିଫୋନଦ୍ୱାରା ଗୋଟିଏ ସ୍ଥାନର ଖବର ବହୁତ ଶୀଘ୍ର ଦୂରବର୍ତ୍ତୀ ସ୍ଥାନକୁ ପଠାଯାଏ
Synonyms : ଟେଲିଫୋନ
Translation in other languages :
(often plural) systems used in transmitting messages over a distance electronically.
telecom, telecommunication