Meaning : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
Example :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
Synonyms : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟକ, ଦୁଃଖପ୍ରଦ
Translation in other languages :
Causing physical discomfort.
Bites of black flies are more than irritating; they can be very painful.