Meaning : ଡାଲିବଟାକୁ ଗୋଲଗୋଲ କରି ତେଲରେ ଭାଜି ଏବଂ ତାକୁ ଦହିରେ ପକାଇ ତିଆରି କରା ଯାଉଥିବା ମସଲାଦିଆ ଖାଦ୍ୟ
Example :
ଦହିବରା ତାର ବହୁତ ପସନ୍ଦ
Synonyms : ଦହିବଡା
Translation in other languages :
Meaning : ବିରିର ବରାକୁ ଦହିରେ ପକାଇ ପ୍ରସ୍ତୁତ ହୋଇଥିବା ଏକ ଖାଦ୍ୟ ପଦାର୍ଥ
Example :
ମନୋହର ଦହିବରା ଖାଉଛି
Synonyms : ଦହିବଡ଼ା
Translation in other languages :