Meaning : ଏକ ପ୍ରକାରର ସନ୍ୟାସୀ
Example :
ଦତୋଲୁଖଲିକ ସନ୍ୟାସୀମାନେ ହେମଦସ୍ତା ଆଦିରେ କୁଟା ହୋଇଥିବା ଅନ୍ନ ଖାଆନ୍ତି ନାହିଁ,ସେମାନେ ବକ୍କଳ ସହିତ ଅନ୍ନ ବା ଫଳ ଖାଆନ୍ତି
Synonyms : ଦଂତୋଲୁଖଲିକ, ଦତୋଲୁଖଲିକ
Translation in other languages :
एक प्रकार के संन्यासी।
दतोलूखलिक ओखली आदि में कूटा हुआ अन्न नहीं खाते, वे छिलके सहित अन्न या फल खाते हैं।