Meaning : ଅର୍ଥ,ଧର୍ମ ଏବଂ କାମର ବର୍ଗ ବା ସମୂହ
Example :
ତ୍ରିବର୍ଗ ପାଳନ କଲେ ମୋକ୍ଷପ୍ରାପ୍ତି ସମ୍ଭବ ହୁଏ
Translation in other languages :
Meaning : ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଏହି ତିନି ବର୍ଣ୍ଣ
Example :
ଆଗ କାଳରେ ଶୂଦ୍ରମାନଙ୍କ ଅପେକ୍ଷା ତ୍ରିବର୍ଗଙ୍କୁ ଅଧିକ ସମ୍ମାନ ଦିଆ ଯାଉଥିଲା
Synonyms : ତ୍ରିବର୍ଣ୍ଣ
Translation in other languages :