Meaning : କୂଅରୁ ବାଲଟିରେ ବାହାରୁଥିବା ପାଣିକୁ ନୋଧାରେ ଢାଳିବାପାଇଁ କୂଅଉପରେ ଛିଡାହୋଇଥିବା ଲୋକ
Example :
ତେଣ୍ଡାରେ ପାଣି ଉଠାଉଥିବା ଲୋକ ଶୀଘ୍ରଶୀଘ୍ର ବାଲଟି ପାଣି ନୋଧାରେ ଢାଳୁଛି
Synonyms : ତେଣ୍ଡାରେ ପାଣି ଉଠାଉଥିବା ଲୋକ
Translation in other languages :