Meaning : ତିବ୍ବତ ନିବାସୀ
Example :
ତିବ୍ବତୀମାନେ ବହୁତ ଉଦ୍ୟମୀ
Translation in other languages :
A native or inhabitant of Tibet.
tibetanMeaning : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ
Example :
ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି
Synonyms : ତିବ୍ବତୀ ଲିପି
Translation in other languages :
वह लिपि जिसमें तिब्बती और भूटानी भाषा लिखी जाती है।
यहाँ तिब्बती लिपि में कुछ लिखा हुआ है।Meaning : ତିବ୍ବତରେ ରହୁଥିବା ବ୍ୟକ୍ତି
Example :
ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ
Meaning : ତିବ୍ବତର ବା ତିବ୍ବତ ସଂବନ୍ଧୀ
Example :
ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି
Translation in other languages :
Of or relating to or characteristic of Tibet or its people or their language.
Tibetan monks.Meaning : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ
Example :
ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ