Meaning : କବାଟ, ସିନ୍ଦୁକଆଦି ବନ୍ଦ କରିବାପାଇଁ କଡ଼ାରେ ଲଗା ଯାଉଥିବା ଧାତୁ ନିର୍ମିତ ଯନ୍ତ୍ର
Example :
ଚାବି ହଜିଯିବାରୁ ମୋତେ ବାକ୍ସରେ ଲାଗିଥିବା ତାଲା ଭାଙ୍ଗିବାକୁ ପଡ଼ିଲା
Translation in other languages :
A fastener fitted to a door or drawer to keep it firmly closed.
lockMeaning : ବହୁମହଲା କୋଠାରେ ଉପର ତଳ ବିଚାରରେ ତିଆରି କରାଯାଇଥିବା ଘରର ସ୍ତର
Example :
ମୋ ଘର ସାତ ମହଲାରେ
Synonyms : ମହଲା
Translation in other languages :