Subscribe
URL of the page has been copied to clipboard.
Meaning : ତାରାରେ ଭରିଥିବା ହୋଇଥିବା ବା ଯେଉଁଥିରେ ତାରା ଅଛନ୍ତି
Example : ଶ୍ୟାମ ସ୍ମୃତିରେ ବିମୋହିତ ହୋଇ ତାରାଖଚିତ ଆକାଶକୁ ନିରୀକ୍ଷଣ କରୁଥିଲା
Synonyms : ତାରାଖଚିତ, ତାରାଭରା, ତାରାଯୁକ୍ତ
Translation in other languages :हिन्दी English
तारों से भरा हुआ या जिसमें तारे हों।
Abounding with or resembling stars.
Meaning : ତାରାରେ ଭରା
Example : ଯୁବ ଦମ୍ପତ୍ତି ତାରକିତ ରାତ୍ରିରେ ନୌକା ବିହାରର ଆନନ୍ଦ ନେଉଛନ୍ତି
Translation in other languages :हिन्दी
तारों से भरी।
Install App