Subscribe
URL of the page has been copied to clipboard.
Meaning : ଏକ ବର୍ଣ୍ଣବୃତ୍ତ
Example : ତନୁମଧ୍ୟାର ପ୍ରତ୍ୟେକ ଚରଣରେ ଏକ ତଗଣ ଓ ଏକ ୟଗଣ ଥାଏ
Translation in other languages :हिन्दी English
एक वर्णवृत्त।
(prosody) a system of versification.
Meaning : ଯେଉଁ ସ୍ତ୍ରୀର ଅଣ୍ଟା ପତଳା
Example : ଜଣେ କ୍ଷୀଣକଟୀ ନୃତ୍ୟାଙ୍ଗନା ନୃତ୍ୟ କରୁଛନ୍ତି
Synonyms : କୃଶୋଦରୀ, କ୍ଷୀଣକଟୀ
Translation in other languages :हिन्दी
पतली कमर वाली।
Install App