Meaning : ଯେଉଁ ଜନ ସମୁଦାୟ ମଧ୍ୟରେ ବେଶି ମୁସଲମାନ ଅଛନ୍ତି
Example :
ତଜିକ ମାନେ ତଜିକସ୍ତାନ ତଥା ତାହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ ତଥା ଚୀନରେ ରହନ୍ତି
Translation in other languages :
Meaning : ତାଜିକସ୍ତାନର ଭାଷା
Example :
ଫାରସୀ ସହିତ ତଜିକ_ଭାଷା ଅନେକ ପରିମାଣରେ ମିଶି ଯାଏ
Synonyms : ତଜିକ ଭାଷା
Translation in other languages :
तज़िकिस्तान की भाषा।
तज़िक फारसी से मिलता-जुलता है।Meaning : ତାଜିକିସ୍ତାନ୍ ଓ ଏହାକୁ ଲାଗିଥିବା ଉଜବେକିସ୍ତାନ୍,ଆଫଗାନିସ୍ତାନ୍ ତଥା ଚୀନର ନିବାସୀ
Example :
ସେହି ତାଜିକର ପୋଷାକ ଟିକେ ଅଲଗା ଥିଲା
Synonyms : ତାଜିକ
Translation in other languages :