Meaning : ଛାଞ୍ଚରେ ଢଳାଯାଇଥିବା ବସ୍ତୁ ଛାଞ୍ଚର ରୂପ ଧାରଣ କରିବା
Example :
ରୂପା ଓ ତମ୍ବାର ମୂର୍ତ୍ତି ଢଳା ଯାଇଛି ଏବଂ କଂସାର ମୂର୍ତ୍ତି ଏବେ ଢଳା ହେବ
Translation in other languages :
साँचे में डली हुई वस्तु का साँचे का रूप धारण करना।
चाँदी तथा ताँबे की मूर्तियाँ ढल गई हैं और कांसे की मूर्तिया अभी ढालनी हैं।