Meaning : ଯେଉଁ ବଙ୍ଗଳା ବା କୋଠା ସରକାରଙ୍କ ତରଫରୁ ବିଦେଶୀ ବା ରାଜ୍ୟର ଅଧିକାରୀମାନଙ୍କ ରହଣିପାଇଁ ତିଆରି କରାଯାଇଥାଏ
Example :
ଏହି ଡାକବଙ୍ଗଳା ଇଂରେଜ ଅମଳର
Translation in other languages :
Meaning : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
Example :
ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
Synonyms : ଚଟିଘର
Translation in other languages :