Subscribe
URL of the page has been copied to clipboard.
Meaning : କୌଣସି ଜାଗା ବା ସ୍ଥାନ ଗ୍ରହଣ କରିବା ବା ସେଠାରେ ରହିବା
Example : ମୁଁ ମୋ ଜାଗାରେ ଠିଆ ହୋଇଛି,ତୁମ ଜାଗାରେ ନୁହେଁ
Synonyms : ଉଭା ହେବା, ଛିଡ଼ା ହେବା, ଦଣ୍ଡାୟମାନ ହେବା
Translation in other languages :हिन्दी English
* कोई जगह या स्थान लेना या वहाँ रहना।
Occupy a place or location, also metaphorically.
Install App