Meaning : ପଇସା ପକାଇ ଆପଣ ନିଜ ଦୋକାନରୁ କୌଣସି ସ୍ଥାନକୁ ମଧ୍ୟ ଫୋନ୍ କରିପାରିବେ
Example :
ସରକାର ଅକ୍ଷମମାନଙ୍କୁ ଟେଲିଫୋନ୍ ବୁଥ୍ ବାଣ୍ଟୁଛନ୍ତି
Translation in other languages :
वह निजी दुकान जहाँ पैसा देकर आप किसी जगह पर भी फोन कर सकते हैं।
सरकार विकलांगों को टेलिफोन बूथ बाँट रही है।