Meaning : ଯେଉଁ ଉପକରଣ ସହାୟତାରେ ଗୋଟିଏ ତାର ମାଧ୍ୟମରେ ସଞ୍ଚାର କରା ଯାଇପାରେ
Example :
ତାର ଯନ୍ତ୍ର ସାହାଯ୍ୟରେ ଖବର ପଠାଯାଏ ଓ ଖବର ମିଳେ
Synonyms : ତାର ଯଂତ୍ର, ତାର ଯନ୍ତ୍ର
Translation in other languages :
वह उपकरण जिसकी सहायता से एक तार के माध्यम से संचार किया जाता है।
तारयंत्र के द्वारा संदेश भेजे और प्राप्त किए जाते हैं।Apparatus used to communicate at a distance over a wire (usually in Morse code).
telegraph, telegraphy