Meaning : ଗୋଟିଏ ବ୍ୟାପାରିକ ଦଲିଲ ଯାହା ଏହା ପ୍ରମାଣ କରେ ଯେ ଏହାକୁ ରଖିଥିବା ବ୍ୟକ୍ତି ସାର୍ବଜନିକ ଯାତ୍ରାରେ ଭ୍ରମଣ କରିପାରେ ବା ସାର୍ବଜନିକ ମନୋରଞ୍ଜନ କ୍ଷେତ୍ରକୁ ଯାଇପାରେ
Example :
ବିନା ଟିକେଟ୍ରେ ଯାତ୍ରା କରିବା ଅପରାଧ
Synonyms : ଟିକଟ୍
Translation in other languages :
A commercial document showing that the holder is entitled to something (as to ride on public transportation or to enter a public entertainment).
ticket