Meaning : ଯେ ଝାଳରେ ଭିଜି ଯାଇଛି
Example :
ଝାଳରେ ଭିଜିଥିବା ଲୋକଟି କିଛି ସମୟ ଆରାମ କରିବାପରେ ପୁଣି କାମରେ ଯୋଗ ଦେଲା
Synonyms : ଝାଳରେ ଭିଜିଥିବା
Translation in other languages :
जो पसीने से भीगा हुआ हो।
पसीने से तर व्यक्ति थोड़ा आराम करने के बाद फिरसे काम में जुट गया।Meaning : ଝାଳ ଆଣିବାବାଲା
Example :
ବ୍ୟାୟାମ ଏକ ପ୍ରକାରର ଝାଳୁଆ କାମ
Translation in other languages :