Meaning : ଯେଉଁଥିରେ ଚେତନ ବା ଜୀବନ ନାହିଁ
Example :
ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
Synonyms : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଭୌତିକ
Translation in other languages :
Meaning : ଡରରେ ଚୁପ
Example :
ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା
Synonyms : ଅବାକ୍, ଆବାକାବା, ନିର୍ବାକ୍
Translation in other languages :
डर से चुप।
प्रियंका साँप को देखते ही सन्न हो गई।Meaning : ଯିଏ ନିଶ୍ଚଳ ବା ନିଶ୍ଚେଷ୍ଟ ହୋଇଯାଇଛି
Example :
ଭେଣ୍ଡାପୁଅର ମୃତ୍ୟୁ ଖବର ଶୁଣି ମା ଜଡ଼ ପାଲଟିଗଲେ
Synonyms : ସ୍ତବ୍ଧ, ସ୍ତମ୍ଭୀଭୂତ
Translation in other languages :