Meaning : ବହୁତ ପ୍ରାଚୀନ କାଳର ଜୀବଜନ୍ତୁ, ଗଛଲତାଆଦିଙ୍କର ଅବଶିଷ୍ଟ ରୂପ ଯାହା ମାଟି ଖୋଳିବା ସମୟରେ ଭିତର ସ୍ତରରେ ଦବି ଯାଇଥିବା ଅବସ୍ଥାରେ ମିଳେ
Example :
ଚୀନରେ ଡାଇନୋସର ଅଣ୍ଡାର ଜୀବାଶ୍ମ ମିଳିଛି
Synonyms : ଜୀବାବଶେଷ
Translation in other languages :
The remains (or an impression) of a plant or animal that existed in a past geological age and that has been excavated from the soil.
fossil