Meaning : ଜଳ ବାହାରିବା ବା ବାହାରକରିବା କାମ
Example :
ନାଳରେ ଅଳିଆ-ଆବର୍ଜନା ଭର୍ତ୍ତି ହୋଇଯିବା କାରଣରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି
Translation in other languages :
जल निकलने या निकालने की क्रिया।
नालियों में कूड़ा-करकट भरजाने की वजह से जल निकास में असुविधा हो रही है।Meaning : ଜଳର ନିର୍ଗମନ
Example :
ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ନ ହେବାରୁ ମଇଳା ପାଣି ରାସ୍ତା ଉପରେ ଜମା ହୋଇଛି
Synonyms : ଜଳ ନିର୍ଗମନ
Translation in other languages :