Meaning : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
Example :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
Synonyms : ମାଲୁମ ପଡ଼ିବା, ଲାଗିବା
Translation in other languages :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।Meaning : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
Example :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
Synonyms : ଅବଗତ ହେବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା, ଲାଗିବା
Translation in other languages :
Appear to begin an activity.
He made to speak but said nothing in the end.