Subscribe
URL of the page has been copied to clipboard.
Meaning : ଯାହାଙ୍କ ହାତରେ ଛଅଟି ଆଙ୍ଗୁଳି ଅଛି
Example : ଶ୍ୟାମର ଡାହାଣ ହାତରେ ଛଅଟି ଆଙ୍ଗୁଳି ଥିବା କାରଣରୁ ଲୋକେ ତାକୁ ଛଅଆଙ୍ଗୁଳିଆ କହି ଡାକନ୍ତି
Synonyms : ଛଅଆଙ୍ଗୁଳିଆ
Translation in other languages :हिन्दी English
वह जिसके हाथ में छह उँगलियाँ हों।
A human being.
Meaning : ଯାହାର ଗୋଟିଏ ପାପୁଲିରେ ଛ’ ଆଙ୍ଗୁଳି ଅଛି
Example : ପିଲାଟି ବାରମ୍ବାର ଛଆଙ୍ଗୁଳିଆ ଲୋକର ଆଙ୍ଗୁଳିଗୁଡ଼ିକୁ ଗଣୁଥିଲା
Translation in other languages :हिन्दी
जिसके एक पंजे में छः अंगुलियाँ हों।
Install App