Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଛିଦ୍ରହୀନ from ଓଡ଼ିଆ dictionary with examples, synonyms and antonyms.

ଛିଦ୍ରହୀନ   ବିଶେଷଣ

Meaning : ଛିଦ୍ର ହୋଇନଥିବା

Example : ଅଛିଦ୍ର ପାତ୍ରରେ ଢଙ୍କାହେବାରୁ ଦୀପଟି ଲିଭିଗଲା

Synonyms : ଅକଣା, ଅଛିଦ୍ର, ଅଫୋଡା

Meaning : ଯେଉଁଥିରେ କଣା ନାହିଁ

Example : ବୁନ୍ଦାବୁନ୍ଦା ପାଣି ଗଳିବାପାଇଁ ସେ ଛିଦ୍ରହୀନ ଲୋଟାରେ କଣାକରି ଶିବଲିଙ୍ଗ ଉପରେ ଟାଙ୍ଗିଦେଲେ

Synonyms : ଅକଣା, ଅଛିଦ୍ର, ଅବିନ୍ଧା, ରନ୍ଧ୍ରହୀନ


Translation in other languages :

जिसमें छिद्र न हो।

बूँद-बूँद जल गिरने के लिए उसने छिद्रहीन लोटे में छिद्रकर शिवलिंग के ऊपर टाँग दिया।
अछिद्र, अछिद्रित, अविवर, छिद्ररहित, छिद्रहीन, छेदहीन, निश्छिद्र, नीरंध्र, नीरन्ध्र, रंध्रहीन

Not perforated. Having no opening.

imperforate