Meaning : ପିଲାମାନଙ୍କ ଦୁଧ ପିଇବା ଶବ୍ଦ
Example :
ଚୁଚୁ ଶବ୍ଦ ବନ୍ଦ ହେବାରୁ ମୁଁ ଜାଣିଲି ଯେ ପିଲାଟି ଶୋଇଗଲା
Synonyms : ଚୁଚୁ ଶବ୍ଦ
Translation in other languages :
बच्चों के दूध पीने का शब्द।
चुभरचुभर बंद होने पर मैं समझ गई कि बच्चा सो गया है।