Meaning : ଚା ଗଛର ପତ୍ରଗୁଡ଼ିକୁ ପାଣିରେ ସିଝାଇ ଚିନି ଏବଂ ଦୁଧଆଦି ମିଶାଇ ତିଆରି କରାଯାଉଥିବା ପାନୀୟ
Example :
ମଦୁମେହ ରୋଗୀ ବିନା ଚିନିରେ ଚା’ ପିଅନ୍ତି
Synonyms : ଚାହା
Translation in other languages :
चाय के पौधे की पत्तियों को पानी में उबालकर चीनी, दूध आदि मिलाकर बनाया हुआ पेय पदार्थ।
मधुमेह के रोगी बिना चीनी की चाय पीते हैं।Meaning : ଚା’ ଗଛଗୁଡ଼ିକର ଶୁଖିଲା ପତ୍ର ଯାହାକୁ ପାଣିରେ ମିଶାଇ ଏକ ପ୍ରସିଦ୍ଧ ପାନୀୟ ତିଆରି କରାଯାଏ
Example :
ସେ ଦୋକାନରୁ ଏକ କିଲୋ ଚା’ ପତ୍ର କିଣିଲା
Synonyms : ଚା’ ପତ୍ର
Translation in other languages :