Meaning : ଏଭଳି ବର୍ଗାକାର ବାଟିକା ଯାହା ଚାରୋଟି ପାଦଚଲା ପଥଦ୍ବାରା ଚାରୋଟି ଛୋଟଛୋଟ ମାର୍ଗରେ ବିଭକ୍ତ ହୋଇଥାଏ
Example :
ତାଜମହଲରେ ଚାରବାଗ ଅଛି
Synonyms : ଚତୁର୍ଭୁଜାକାର ବାଟିକା
Translation in other languages :
A plot of ground where plants are cultivated.
garden