Meaning : ରୁପାରେ ତିଆରି ହୋଇଥିବା ମୁଦ୍ରା
Example :
ମୋଗଲ୍ ରାଜୁତିକାଳରେ ରୁପାର ମୁଦ୍ରା ପ୍ରଚଳିତ ଥିଲା
Synonyms : ଚାନ୍ଦି ଅଶରଫି, ରୁପା ମୁଦ୍ରା
Translation in other languages :
वह सिक्का जो चाँदी का बना हो।
मुगल काल में चाँदी के सिक्के प्रचलन में थे।Coins made of silver.
silver