Meaning : ଜୈନମାନଙ୍କର ଚବିଶ ତୀର୍ଥଙ୍କରଙ୍କ ମଧ୍ୟରୁ ଜଣେ
Example :
ଚନ୍ଦ୍ରପ୍ରଭ ନାଥ ଜୈନଧର୍ମର ଅଷ୍ଟମ ତୀର୍ଥଙ୍କର ଥିଲେ
Synonyms : ଚନ୍ଦ୍ରପ୍ରଭ
Translation in other languages :
जैनियों के चौबीस तीर्थंकरों में से एक।
चंद्रप्रभ जैनधर्म के आठवें तीर्थंकर थे।