Meaning : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
Example :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
Synonyms : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଆବରଣ
Translation in other languages :
An artifact that covers something else (usually to protect or shelter or conceal it).
coveringMeaning : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
Example :
ସେ ବଜାରରୁ ଏକ ନୂଆ ଚାଦର କିଣିଲା
Translation in other languages :