Meaning : ଘଣ୍ଟା ମରାମତି କରିବା ବା ତିଆରି କରିବାର କାମ
Example :
ମହେଶ ଘଣ୍ଟାମରାମତି କରି ଭଲ ଟଙ୍କା ରୋଜଗାର କରୁଛି
Synonyms : ଘଣ୍ଟାତିଆରି, ଘଣ୍ଟାସଜ, ଘଣ୍ଟାସଜଡା
Translation in other languages :
The art of designing and making clocks.
horology