Meaning : ସଂଗଣକ ବା କଂପ୍ୟୁଟର ଦ୍ବାରା ତିଆରି ରେଖାଚିତ୍ର
Example :
ବେଳେବେଳେ ନିଷ୍ପତ୍ତି ନେବା ନିମନ୍ତେ ଅମ୍ପାୟାର କଂପ୍ୟୁଟର ଗ୍ରାଫିକ୍ସର ସହାୟତା ନେଇଥାନ୍ତି
Synonyms : କଂପ୍ୟୁଟର ଗ୍ରାଫିକ୍ସ, ସଂଗଣକ ରେଖାଚିତ୍ର
Translation in other languages :
संगणक या कम्प्यूटर द्वारा बना रेखाचित्र।
अंपायर कभी-कभी निर्णय लेने के लिए संगणक रेखाचित्र की सहायता लेता है।