Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଗୋତ୍ରକାର from ଓଡ଼ିଆ dictionary with examples, synonyms and antonyms.

ଗୋତ୍ରକାର   ବିଶେଷ୍ୟ

Meaning : କୌଣସି ଗୋତ୍ର ବିଶେଷର ନାମ ସଂସ୍ଥାପକ ବା ଯାହାଙ୍କ ନାମ ଅନୁସାରେ କୌଣସି ଗୋତ୍ର ଚଳୁଛି

Example : ଆପଣଙ୍କ ଗୋତ୍ରକାର କିଏ?ଆମର ଗୋତ୍ରକାର କଶ୍ୟପ ଋଷି

Synonyms : ଗୋତ୍ର ପ୍ରବର୍ତ୍ତକ


Translation in other languages :

किसी गोत्र विशेष का नामिक संस्थापक या जिसके नाम पर कोई गोत्र चला हो।

आपके गोत्रकार कौन हैं ? हमारे गोत्रकार कश्यप ऋषि हैं।
गोत्र प्रवर्तक, गोत्र-प्रवर्तक, गोत्रकार

ଗୋତ୍ରକାର   ବିଶେଷଣ

Meaning : ଯାହାଙ୍କ ନାଁରୁ କୌଣସି ଗୋତ୍ରର ଉତ୍ପତ୍ତି ହୋଇଛି

Example : ବୈମ୍ୟ ଜଣେ ଗୋତ୍ରକାର ଋଷି ଥିଲେ

Synonyms : ଗୋତ୍ର ପ୍ରବର୍ତ୍ତକ, ଗୋତ୍ର-ପ୍ରବର୍ତକ


Translation in other languages :

जिसके नाम से किसी गोत्र की उत्पत्ति हुई हो।

वैम्य एक गोत्रकार ऋषि थे।
गोत्र प्रवर्तक, गोत्र-प्रवर्तक, गोत्रकार