Meaning : ଯାହା ସରକାରୀ ରାଜପତ୍ରରେ ଘୋଷିତ
Example :
ଜଣେ ରାଜପତ୍ରିତ ଅଧିକାରୀଙ୍କ ଠାରୁ ସୌରଭ ନିଜର ପ୍ରମାଣ ପତ୍ରଗୁଡ଼ିକର ପ୍ରତିଲିପିଗୁଡ଼ିକୁ ପ୍ରମାଣିତ କରାଇଲା
Synonyms : ଗେଜେଟଭୁକ୍ତ, ରାଜପତ୍ରିତ
Translation in other languages :
जो सरकारी राजपत्र में घोषित हो।
सौरभ ने एक राजपत्रित अधिकारी से अपने प्रमाण-पत्रों की प्रतिलिपियों को प्रमाणित कराया।