Meaning : ଯେଉଁ ଋଷି ଦଶରଥଙ୍କଠାରୁ ରାମ ଓ ଲକ୍ଷଣଙ୍କୁ ମାଗି ନେଇ ବଣକୁ ନେଇ ଯାଇଥିଲେ
Example :
ବିଶ୍ୱାମିତ୍ର ନିଜ ତପୋବଳରେ ତ୍ରିଶଙ୍କୁଙ୍କୁ ସଶରୀରରେ ସ୍ୱର୍ଗକୁ ପଠାଇବାପାଇଁ ଚେଷ୍ଟା କରିଥିଲେ
Synonyms : କୌଶିକ, ଗାଧିସୂତ, ବିଶ୍ୱାମିତ୍ର
Translation in other languages :
A mentor in spiritual and philosophical topics who is renowned for profound wisdom.
sage