Meaning : ଖାସୁ କରାଯାଇଥିବା ଛେଳି
Example :
ଖାସି ମାଂସ ଟାଣ ହୋଇଥାଏ
Synonyms : ଛିନ୍ନାଣ୍ଡ ଛେଳି
Translation in other languages :
Meaning : ପୁରୁଷ ଛେଳି
Example :
ସେ ଗୋଟିଏ ଅଣ୍ଡିରା ଛେଳି ଓ ଦୁଇଟି ମାଈ ଛେଳି ପାଳିଛି
Synonyms : ଅଜ, ଅଣ୍ଡିରା ଛେଳି, ଛାଗ, ବୋଦା
Translation in other languages :