Meaning : କୌଣସି ପାଠଶାଳା, ମହାବିଦ୍ୟାଳୟ, କାରଖାନା ଆଦିର ସେହିସ୍ଥାନ ଯେଉଁଠି ଭୋଜନ ତଥା କିଛି ନିଜ ଜିନିଷ ବିକାଯାଇଥାଏ
Example :
ସନ୍ଧ୍ୟା ସମୟରେ କ୍ୟାଣ୍ଟିନ୍ରେ ବିଦ୍ୟାର୍ଥୀମାନେ ଗହଳି କରିଥାନ୍ତି
Synonyms : କ୍ୟାଂଟିନ୍
Translation in other languages :
Sells food and personal items to personnel at an institution or school or camp etc..
canteen