Meaning : କାଟି,ଘଷି, ବା ରଗଡ଼ି କୌଣସି ବସ୍ତୁର ଧୀରେ ଧୀରେ କ୍ଷୀଣ ହେବା ପ୍ରକ୍ରିୟା
Example :
ବୃକ୍ଷ ଅଭାବରେ ଭୂମିର କ୍ଷରଣ ଦ୍ରୂତ ଗତିରେ ହୋଇଥାଏ
Translation in other languages :
(geology) the mechanical process of wearing or grinding something down (as by particles washing over it).
eating away, eroding, erosion, wearing, wearing awayMeaning : ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା
Example :
ଘାଆରୁ ପୂଜ ସ୍ରାବ ହେଉଛି
Synonyms : ନିଷ୍ପର୍ଣ୍ଣ, ନିସୃତ, ସ୍ରବଣ, ସ୍ରାବ
Translation in other languages :