Meaning : ଖୁବ୍ କମ୍ ସମୟ ପାଇଁ ସ୍ଥାୟୀ ହେବାର ଅବସ୍ଥା
Example :
ଆମେ ଜୀବନର କ୍ଷଣଭଙ୍ଗୁରତାକୁ ଧ୍ୟାନରେ ରଖି ସତ୍କର୍ମ କରିବାପାଇଁ ଚେଷ୍ଟା କରିବା ଉଚିତ
Synonyms : କ୍ଷଣିକତା
Translation in other languages :
क्षणभंगुर होने की अवस्था या भाव।
इस जीवन की क्षणभंगुरता को ध्यान में रखकर सत्कर्म करने का प्रयत्न करना चाहिए।An impermanence that suggests the inevitability of ending or dying.
transience, transiency, transitoriness