Meaning : ମୁଲାଇବା ବା କିଣିବା କାମ
Example :
ମୋତେ କିଛି ଜିନିଷ କିଣିବାର ଅଛି ଦୁଇଟି କୁର୍ତ୍ତା ଖରିଦ କଲେ ଗୋଟିଏ କୁର୍ତ୍ତା ବିନା ମୂଲ୍ୟରେ ମିଳେ
Synonyms : କିଣା, କିଣାକିଣି, କିଣିବା, ଖରଦି, ଖରିଦ, ଖର୍ଦି
Translation in other languages :
Searching for or buying goods or services.
Went shopping for a reliable plumber.