Meaning : କୋଙ୍କଣ କ୍ଷେତ୍ର ସହିତ ସମ୍ବନ୍ଧିତ
Example :
ସେ କୋଙ୍କଣୀ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିଲା
Synonyms : କୋଙ୍କନୀ
Meaning : କୋଙ୍କଣରେ ରହିବା ବ୍ୟକ୍ତ
Example :
କୋଙ୍କଣୀ ମାଛଧରାଳିମାନେ ନିଜ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପିତ କଲେ
Synonyms : କୋଙ୍କନୀ
Meaning : କୋଙ୍କଣୀ ଭାଷାରେ ଲିଖିତ
Example :
ସେ କୋଙ୍କଣୀ ସାହିତ୍ୟର ଜଣାଶୁଣା ଲେଖକ
Translation in other languages :