Meaning : ଖାଦ୍ୟ ପ୍ରସ୍ତୁତ ହେଉଥିବା ଯେଉଁ ଉପକରଣଟିରେ ବାଷ୍ପର ଚାପଦ୍ୱାରା ଶୀଘ୍ର ଖାଦ୍ୟ ପ୍ରସ୍ତୁତ ହୁଏ
Example :
କୁକର୍ରେ ଖାଦ୍ୟ ପ୍ରସ୍ତୁତ କରାଯିବାଦ୍ୱାରା ଇନ୍ଧନ କମ୍ ଖର୍ଚ୍ଚ ହୋଇଥାଏ
Synonyms : ପ୍ରେସର୍ କୁକର୍
Translation in other languages :
खाना बनाने का एक उपकरण जिसमें भाप के दबाव से खाना जल्दी बनता है।
कुकर में खाना बनाने से ईंधन की बचत होती है।Autoclave for cooking at temperatures above the boiling point of water.
pressure cooker