Meaning : କୁମ୍ଭାର ଜାତିର ସ୍ତ୍ରୀ
Example :
କୁମ୍ଭାରୁଣୀ ହାଣ୍ଡି ବିକିବାପାଇଁ ବଜାରକୁ ଯାଇଥିଲା
Synonyms : କୁମ୍ଭାରୁଣୀ
Translation in other languages :
Meaning : କୁମ୍ଭାରର ପତ୍ନୀ
Example :
କୁମ୍ଭାରୁଣୀ କାମରେ ତା ସ୍ୱାମୀକୁ ସାହାଯ୍ୟ କରେ
Synonyms : କୁମ୍ଭାରୁଣୀ
Translation in other languages :