Meaning : ଔଷଧଦ୍ୱାରା ବୃଦ୍ଧ ବା ରୁଗ୍ଣ ଶରୀରକୁ ପୁଣି ତରୁଣ ବା ସ୍ୱସ୍ଥ କରିବାର କ୍ରିୟା
Example :
ମଦନମୋହନ ମାଲବୀୟ ନିଜର କାୟାକଳ୍ପ କରାଇଥିଲେ
Translation in other languages :
The act of restoring to a more youthful condition.
rejuvenationMeaning : ଯେଉଁ ପ୍ରକ୍ରିୟାରେ କ୍ଷୟ ହୋଇଥିବା ଶକ୍ତି ପୁନଃ ପ୍ରାପ୍ତ ହୁଏ
Example :
ବର୍ଷା ହେବାମାତ୍ରେ ଶୁଖିଲା ଭୂଇଁ ପୁନର୍ଜୀବନ ପାଏ
Synonyms : ପୁନର୍ଜୀବନ
Translation in other languages :
The phenomenon of vitality and freshness being restored.
The annual rejuvenation of the landscape.