Meaning : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
Example :
ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
Synonyms : କମକୁଟ, ଡାଳି, ସୂକ୍ଷ୍ମକାମ
Translation in other languages :
Meaning : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
Example :
ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
Synonyms : କାରୁକଳା
Translation in other languages :
Meaning : କାରୁକାର୍ଯ୍ୟ କରାଯାଇଥିବା
Example :
ଏହି ମନ୍ଦିର ଦ୍ୱାରରେ କାରୁକାର୍ଯ୍ୟ ହୋଇଛି
Translation in other languages :