Meaning : ଯେ କାନ୍ଦିବା ଅବସ୍ଥାରେ ଥାଏ ବା ଦେଖିଲେ ଏମିତି ଲାଗେ କି ଯେ ସେ ଏବେ କାନ୍ଦି ପକେଇବ
Example :
ତା କଥା ଶୁଣୁଶୁଣୁ ହିଁ ଶ୍ୟାମର ଚେହେରା କାନ୍ଦକାନ୍ଦ ହୋଇଗଲା ତାର କାନ୍ଦୁରା ଚେହେରା ଦେଖି ମୋର ଦୟା ଆସିଲା
Synonyms : କାନ୍ଦକାନ୍ଦ
Translation in other languages :
Liable to weep easily.
weepy