Meaning : ଆଶୀର୍ବାଦ ଦେବା
Example :
ପୂରାପେଟ ଭୋଜନ ପାଇ ଭିକାରି ଗୃହିଣୀଙ୍କୁ ଆଶୀର୍ବାଦ ଦେବାକୁ ଲାଗିଲା
Synonyms : ଆଶୀର୍ବାଦ ଦେବା, ଆଶୀଷ ଦେବା
Translation in other languages :
आशीष देना।
भिखारी भरपेट भोजन पाकर गृहणी को आशीर्वाद देता रहा।