Meaning : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍ ହେବା
Example :
ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି
Synonyms : କମ୍ ହେବା, କ୍ଷୀଣ ହେବା, ହ୍ରାସ ହେବା
Translation in other languages :
किसी वस्तु के गुणों, तत्वों आदि में कमी होना।
इन शेयरों के दाम लगातार कम हो रहे हैं।