Subscribe
URL of the page has been copied to clipboard.
Meaning : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ
Example : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ
Synonyms : କେତୁ
Translation in other languages :हिन्दी
पुराणानुसार एक राक्षस का नाम जो नौ ग्रहों में माना जाता है।
Meaning : ଜଣେ ରାକ୍ଷସ
Example : ଧାର୍ମିକ ଗ୍ରନ୍ଥଗୁଡ଼ିକରେ କବନ୍ଧର ବର୍ଣ୍ଣନା ରହିଛି
Synonyms : କବଂଧ
एक राक्षस।
Meaning : ମୁଣ୍ଡ କଟି ଗଲାପରେ ଅବଶିଷ୍ଟ ଶରୀର
Example : ଯୁଦ୍ଧ ଭୂମିରେ ସ୍ଥାନେ-ସ୍ଥାନେ ରକ୍ତ ଜୁଡ଼ୁବୁଡ଼ୁ ମୁଣ୍ଡ ଏବଂ କବନ୍ଧ ପଡ଼ିରହିଥିଲା
सिर कट जाने पर बचा हुआ धड़।
Install App