Subscribe
URL of the page has been copied to clipboard.
Meaning : ପିଲାମାନଙ୍କୁ ଡରାଇବାପାଇଁ କଳ୍ପିତ ଭୟାନକ ଜୀବ
Example : ମା ନିଜ ପିଲାଙ୍କୁ କହୁଥିଲେ, ଶୋଇଯାଅ ନୋହିଲେ କକବାୟା ଆସିବ
Synonyms : କକ, କକମିନା
Translation in other languages :हिन्दी English
बच्चों को डराने के लिए एक कल्पित भयानक जीव।
An imaginary monster used to frighten children.
Meaning : ପିଲାମାନଙ୍କୁ ଡରାଇବା, ବହଲାଇବାଆଦିପାଇଁ ଯେଉଁକଳ୍ପିତ ଜୀବର ନାମ ପ୍ରୟୋଗ କରାଯାଏ
Example : ମା’ ପିଲାଙ୍କୁ କହୁଥିଲେ, ଶୀଘ୍ର ଖାଇ ନିଅ ନୋହିଲେ କକବାୟା ଆସିଯିବ
Synonyms : କକମନା, କୋକରମିନା, କୋକୋବାୟା
Translation in other languages :हिन्दी
एक कल्पित जीव का नाम, जिसका प्रयोग बच्चों को डराने, बहकाने आदि के लिए किया जाता है।
Install App